ତାମିଲନାଡୁର ଜଲିକଟ୍ଟୁରେ ସବ-ଇନ୍ସପେକ୍ଟରଙ୍କ ସମେତ ୩୬ଜଣ ଆହତ

ନୂଆଦିଲ୍ଲୀ: ତାମିଲନାଡୁର ମଦୁରେ ଜିଲ୍ଲାରେ ଜାନୁଆରି ୧୫ ତାରିଖରେ ପୋଙ୍ଗଲ ମହୋତ୍ସବ ସମୟରେ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ଜଲିକଟ୍ଟୁ ଆୟାଜିତ ହୋଇଛି। ଏହି ଜଲିକଟ୍ଟୁ ସମୟରେ ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ୩୬ଜଣ ଆହତ ହୋଇଛନ୍ତି। ଆହତ ହୋଇଥିବା ୩୬ଜଣଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ସହାୟତା ପାଇଁ ୨୦ଟି ମେଡିକାଲ ଟିମକୁ ନି‌ୟୋଜିତ କରାଯାଇଛି।ସୂଚନାଯୋଗ୍ୟ, ୨୦୨୪ର ପ୍ରଥମ ବଡ଼ … Continue reading ତାମିଲନାଡୁର ଜଲିକଟ୍ଟୁରେ ସବ-ଇନ୍ସପେକ୍ଟରଙ୍କ ସମେତ ୩୬ଜଣ ଆହତ